Jump to content

କୋପନସ୍ବଭାବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋପନସ୍ବଭାବ
ଉଚ୍ଚାରଣ: Kopanaswabhāba
(କୋପନସ୍ବଭାବା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି କୋପନ+ସ୍ବଭାବ) —

କ୍ରୋଧଯୁକ୍ତ; ଯେ ସହଜରେ ରାଗିଯାଏ — Of irritable temper; of wrathful nature.

ସଂ. ବି. (କର୍ମଧା) —

ରାଗୁଆ ପ୍ରକୃତି — Wrathful temper; angry disposition.