Jump to content

କୋପବଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋପବଶ
ଉଚ୍ଚାରଣ: Kopabaṡa
(କୋପବଶା—ସ୍ତ୍ରୀ)

ସଂ. ବି. ପୁଂ. (କୋପ+ବଶ୍ ଧାତୁ+କର୍ତ୍ତୃ.ଅ) —

୧: କୋପାକୁଳ; କ୍ରୋଧାଧୀନ — ୧. Overwhelmed with anger.

୨: କୋପନ—ସ୍ବଭାବ — ୨. Of wrathful disposition.