Jump to content

କୋପଭର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋପଭର
ଉଚ୍ଚାରଣ: Kopabhara

ସଂ. ବିଣ—(କୋପ+ ଭୃ ଧାତୁ+କର୍ତ୍ତୃ. ଅ) —

କ୍ରୁଦ୍ଧ; କୋପାନ୍ବିତ —Angry; wrrathful.

ୟହୁଁ କାଟିଲେ ରାମଶର. ଦେଖି ଲକ୍ଷ୍ମଣ କୋପରର— ବିଶ୍ବନାଥ. ବିଚିତ୍ର. ରାମାୟଣ