Jump to content

କୋପମନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋପମନା
ଉଚ୍ଚାରଣ: Kopamanā

ଦେ. ବିଣ (ବହୁବ୍ରୀହି; କୋପ+ ମନସ୍) —

କ୍ରୁଦ୍ଧ; ରାଗାନ୍ବିତ —Angry; wrathful.

ମୋହ ଶରଣେ ପ୍ରଭୁ ନୁହ କୋପମନା—କୃଷ୍ଣସିଂହ. ମହାଭାରତ. ଆଦି