Jump to content

କୋପାନଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋପାନଳ
ଉଚ୍ଚାରଣ: Kopānaḻa

ଦେ. ବି

(ରୂପକ କର୍ମଧା; କୋପ+ଅନଳ, କୋପ ହିଁ ଅନଳ) —Fire of anger.

ଗ୍ରା (ପ୍ରାଚୀନ ପଦ୍ୟ) ବିଣ. —

ରାଗାନ୍ବିତ; କ୍ରୁଦ୍ଧ — Angry; furious.

ଭଯେ ଭାଙ୍ଗିଲେ ହସ୍ତି ବଳ, ଦେଖି ଅସୁର କୋପାନଳ— ଜଗନ୍ନାଥ, ଭାଗବତ