Jump to content

କୋପାନ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋପାନ୍ଧ
ଉଚ୍ଚାରଣ: Kopāndha
(କୋପାନ୍ଧା—ସ୍ତ୍ରୀ)

ସଂ. ବିଣ. ପୁଂ (୩: ୟା ତତ୍; କୋପ+ଅନ୍ଧ) —

ରାଗଦ୍ବାରା ଅଜ୍ଞାନ; କ୍ରୋଧରେ ଅନ୍ଧ —Binded by anger.