କୋପିତ
ଦେଖଣା
କୋପିତ —
ଉଚ୍ଚାରଣ: Kopitā
ସଂ. ବିଣ (କୁପ୍ ଧାତୁ; ଣିଜନ୍ତ=କୋପି ଧାତୁ+କର୍ମ. ତ) —
୧: ରାଗି ଯାଇଥିବା; କ୍ରୋଧିତ; ୟାହାକୁ କେହି ରଗାଇ ଅଛି —୧. Irritated; enraged.
୨: କ୍ରୋଧମୟ —୨. Angry; passionate.
ସେହିକାଳେ ନୃପଙ୍କ କ୍ରୋଧିତ ବଚନ ସାଗର ଧ୍ଵନିକି ମଣିଲା ଶୁଣି କାନ—କୃଷ୍ଣସିଂହ. ମହାଭରତ. ସଭା