Jump to content

କୋପିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋପିବା
ଉଚ୍ଚାରଣ: Kopibā
কুপা कृपना, कापना

ଦେ. (ପଦ୍ୟ) କ୍ରି —

କ୍ରୁଦ୍ଧହେବା; କ୍ରୋଧ ପ୍ରକାଶ କରିବା — To become angry.

ବୋଲୁଁ କୋପି ଚକ୍ରବାକ, ବୋଇଲା ଏମନ୍ତ ବାକ ଭଞ୍ଜ. ବୈଦେହୀଶବିଳାସ