କୋପୀ
ଦେଖଣା
କୋପୀ —
ଉଚ୍ଚାରଣ: Kopī
(କୋପିନୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କୋପ+ଇନ୍; ୧: ମା. ୧: ବ) —
୧: କୋପନ ସ୍ବଭାବଯୁକ୍ତ — ୧. Passionate; wrathful; irritable.
୨: ଯେ ଅନ୍ୟକୁ ରଗାଏ — ୨. Irritating (M.W.)
ସଂ. ବି —
ଜଳଚର ପକ୍ଷି ବିଶେଷ — A water-pigeon.