କୋପ୍ତି
ଦେଖଣା
କୋପ୍ତି —
ଉଚ୍ଚାରଣ: Kopti
ଦେ. ବି. (ସଂ. କୁରରୀ) —
ଏକ ପ୍ରକାର ଛୋଟ ପକ୍ଷୀ — A kind of small bird.
[ଦ୍ର—'ମାଣ ପୂରିଲା ଉଠ୍ରେ ପୁତା'—ଏମାନଙ୍କ କଣ୍ଠସ୍ବରରୁ ଏହିପରି ଧ୍ଵନି ଶୁଣାଯାଏ ]