Jump to content

କୋମଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋମଳ
ଉଚ୍ଚାରଣ: Komaḻa
(କୋମଳା—ସ୍ତ୍ରୀ)

କୋମଳତା, କୋମଳତ୍ବବି.

ସଂ. ବିଣ. (କୁ ଧାତୁ+କର୍ତ୍ତୃ ମଳ ବା କମ୍ ଧାତୁ=ଇଚ୍ଛା +କର୍ମ. ଅଳ) —

୧: କଅଁଳିଆ; ମୃଦୁ; ନରମ; ଅକଠିଣ —୧. Soft.

୨: ସୁକୁମାର — ୨. Tender; gentle; delicate.

୩: ମଧୁର; ମିଷ୍ଟ —୩. Sweet.

୪: ଲଳିତ; ହୃଦୟଗ୍ରାହୀ — ୪. Pleasant; soothing; charming; agreeable.

୫: ସୁନ୍ଦର —୫. Handsome; beautiful.

୬: ଦୟାର୍ଦ୍ଦ୍ର —୬. Kind hearted.

୭: (ସଙ୍ଗୀତ) ଧୀମା; ଅଳ୍ପସ୍ବରବିଶିଷ୍ଟ (ଶବ୍ଦ) — ୭. (Music) Low or soft (tone).

[ଦ୍ର—ସଙ୍ଗୀତରେ ସ୍ବର ତିନି ଶ୍ରେଣୀର ଯଥା—ଶୁଦ୍ଧ, ତୀବ୍ର ଓ କୋମଳ ଷଡ଼ଜ ଓ ପଞ୍ଚମ ଶୁଦ୍ଧ ସ୍ବର; ଅନ୍ୟ ୫: ସ୍ବର, ଋଷଭ, ଗାନ୍ଧାର, ମଧ୍ୟମ, ଧୈବତ ଓ ନିଷାଦ କୋମଳ ଓ ତୀବ୍ର ଦୁଇପ୍ରକାର ହୁଅନ୍ତି ଯେଉଁ ସ୍ବର ଧୀମା ଓ ଆପଣା ସ୍ଥାନରୁ କିଛି ନୀଚ ତାକୁ କୋମଳ କୁହାଯାଏ ହି. ଶବ୍ଦସାଗର]

ସଂ. ବି —

୧: ଜଳ —୧. Water.

୨: କାଦୁଅ —୨. Clay.

୩: ମାଟି —୩. Earth.