ଶବ୍ଦାର୍ଥ:
କୋମଳକ — ଉଚ୍ଚାରଣ: Komaḻaka
ସଂ. ବି. (କୋମଳ+କ) —
ପଦ୍ମଡ଼େମ୍ଫର ସରୁ ତନ୍ତୁ — Fibres of the stalk of lotus.