କୋମଳ ବଚନ
ଦେଖଣା
କୋମଳ ବଚନ —
ଉଚ୍ଚାରଣ: Komaḻa bachana
କୋମଳବଚନା, କୋମଳବଚନୀ ସ୍ତ୍ରୀ
ସଂ. ବି —
ମଧୁର କଥା — Sweet words.
ସଂ. ବିଣ. ପୁଂ. (ବହୁବ୍ରୀହି; କୋମଳ+ ବଚନ; ୟାହାର) —
କଅଁଳକୁହା; ମଧୁର ଭାଷୀ —Speaking soft or sweet words.
କୋମଳ ବଚନ —
ଉଚ୍ଚାରଣ: Komaḻa bachana
କୋମଳବଚନା, କୋମଳବଚନୀ ସ୍ତ୍ରୀ
ସଂ. ବି —
ମଧୁର କଥା — Sweet words.
ସଂ. ବିଣ. ପୁଂ. (ବହୁବ୍ରୀହି; କୋମଳ+ ବଚନ; ୟାହାର) —
କଅଁଳକୁହା; ମଧୁର ଭାଷୀ —Speaking soft or sweet words.