Jump to content

କୋମଳ ହୃଦୟ

ଉଇକିଅଭିଧାନ‌ରୁ
(କୋମଳ ହୃଦଯରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କୋମଳ ହୃଦୟ
ଉଚ୍ଚାରଣ: Komaḻa hṛudaya
(କୋମଳହୃଦୟା—ସ୍ତ୍ରୀ)

ସଂ. ବି. (କର୍ମଧା; କୋମଳ+ହୃଦୟ) —

ଦୟାର୍ଦ୍ର ହୃଦୟ —Tender heart.

ସଂ. ବିଣ. ପୁଂ. (ବହୁବ୍ରୀହି) —

ଦୟାଳୁ — Tender-hearted.