କୋମ୍ପାନି
ଦେଖଣା
କୋମ୍ପାନି —
ଉଚ୍ଚାରଣ: Kompāni
কুম্পানি
कंपानी
ବୈଦେ. ବି. (ଇଂ. କମ୍ପାନି) —
୧: ବାଣିଜ୍ୟ ନିମନ୍ତେ ଏକାଧିକ ବ୍ୟକ୍ତିଙ୍କ ମୂଳଧନରେ ଗଠିତ ବଣିକ୍ ସମ୍ପ୍ରଦାୟ; (ଏଥିରେ ସାଙ୍କେତିକ କୋଂ) — ୧. A company formed for the purpose of trade. (abbreviated into Co.)
୨: ଇଂରାଜବଣିକମାନେ ବାଣିଜ୍ୟକରିବା ପାଇଁ ଭାରତବର୍ଷକୁ ପ୍ରଥମେ ୧୬: ସାଲରେ ଆସିବା ସମୟରେ ଯେଉଁ ବଣିକ— ସଂଘ ଗଠନ କରିଥିଲେ; ଈଷ୍ଟ୍ ଇଣ୍ଡିଆ କମ୍ପାନି — ୨. East India Company.
[ଦ୍ର—ପୂର୍ବେ ଏହି କୋମ୍ପାନି ଭାରତର ରାଜ୍ୟଶାସନଭାର ଗ୍ରହଣ କରିଥିଲେ ୧୮୫୭: ଖ୍ରାଷ୍ଟାଦ୍ଦରେ ସିପାହିବିଦ୍ରୋହ ହେବାରୁ ଭାରତ— ସମ୍ରାଜ୍ଞୀ ଓ ବିଲାତ ପାର୍ଲିଆମେଣ୍ଟ୍ ଭାରତର ଶାସନବାର କୋମ୍ପାନି ଅମଳ ବୋଲି କହୁଥିଲେ]