କୋମ୍ପାନି କାଗଜ
ଦେଖଣା
କୋମ୍ପାନି କାଗଜ —
ଉଚ୍ଚାରଣ: Kompāni kāgaja
কুম্পানি কাগজ
कंपानी कागज
ବୈଦେ. ବି. (ଇଂ. କମ୍ପାନୀ+ଫା. କାଗଜ୍) —
ଇଂରାଜ ସରକାର ଭାରତର ପ୍ରଜାଙ୍କଠାରୁ ଟଙ୍କା କରଜ ନେଇ ସେମାନଙ୍କୁ ଲେଖି ଦେଇଥିବା ହାଣ୍ଡ୍ ନୋଟ୍ ବା ତମସୁକ; ବଭର୍ଣ୍ଣମେଣ୍ଟଙ୍କର ଲେଖାଦିଆ ପ୍ରମିସରୀ ନୋଟ୍ — Government security bonds; Government promissory notes.