Jump to content

କୋରକିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋରକିତ
ଉଚ୍ଚାରଣ: Korakita

ସଂ. ବିଣ. (କୋରକ+ସଂଜାତ ଅର୍ଥରେ. ଇତ) —

୧: କଢ଼ି ଧରିଥିବା —୧. Budded

୨: କଢ଼ ପରି ଆକୃତି କରାଯାଇଥିବା — ୨. Made up into the shape of a bud.

୩: କଢ଼ିରେ ଆବୃତ — ୩. Covered with buds (M.W.)