Jump to content

କୋରଖପରବାନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋରଖପରବାନା
ଉଚ୍ଚାରଣ: Korakhaparawānā
ক্রোকপরবানা कुर्कपरवाना

ବୈଦେ. ବି. (ତୁ. କୁର୍କ+ଆ. ପର୍ବାନା) (କଚିରିଆଭାଷା) —

ନିଲାମ ନିମନ୍ତେ ସମ୍ପତ୍ତି ଅଟକ ରଖାଯିବାର ରାଜକୀୟ ଆଜ୍ଞାପତ୍ରିକା —Writ of attachment.