Jump to content

କୋରଖ ଇସ୍ତିହାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋରଖ ଇସ୍ତିହାର
ଉଚ୍ଚାରଣ: Korakha istihāra
ক্রোকইস্তিহার कुर्कनामा

ବୈଦେ. ବି. (ତୁର୍କୀ. କୁର୍କ+ ଆ+ଇସ୍ତିହାର୍) (କଚିରିଆଭାଷା) —

ସମ୍ପତ୍ତି ଅଟକ ରଖାଯିବାର ସାଧାରଣ ବିଜ୍ଞାପନ — Proclamation of attchment.