କୋରଟ
ଦେଖଣା
କୋରଟ —
ଉଚ୍ଚାରଣ: Koraṭa
ଦେ. ବି —
ତାଳବାହୁଙ୍ଗାର ପିଠିପାଖରୁ ଚିରା ହୋଇ ବାହାରିବା ଚିକିଣିଆ ଲଇ (ଏଥିରେ କୁଲା ବାଉଁଶିଆ ଆଦି ମରାମତି ହୁଏ) —Strips of thin and flat glossy fibres extracted from the back of the stalks of the branchas of the palm tree.