କୋରଡ଼
ଦେଖଣା
କୋରଡ଼ —
ଉଚ୍ଚାରଣ: Koraṟḍ̠a
কোটর;খোঁডল
खैखला
ক্রোর; ক্রোড়
करीड़
ଦେ. ବି. (ସଂ. କୋଟର) —
୧: ବୃକ୍ଷ କୋଟର; ବୃକ୍ଷର ଗଣ୍ଡି ମଧ୍ୟସ୍ଥ ଗର୍ତ୍ତ — The hollow in the trunk of a tree.
ସେ ଗଛରେ କୋରଡ଼ କରି ଶୁଆଟିଏ ରହିଥିଲା ବହୁତକାଳୁ ନରରାଯେ—କୃଷ୍ଣସିଂହ. ମହାଭାରତ, ଶାନ୍ତି
୨: ଗୁମ୍ଫା —୨. Cave.
୩: ଗାତ —୩. Hole.
୪: (ସଂ. କୋଟି) ଏକକୋଟି ସଂଖ୍ୟା — ୪. Ten millions; a crore.
ପ୍ରାଦେ. (ସମ୍ବଲପୁର) ବି —
କୁରୁଡ଼ (ଦେଖ) Kuruṟḍ̠a (See)
ଦେ. ବିଣ. (ସଂ. କୋଟର) —
୧: ଗାଡ଼ୁଆ —୧. Looking like holes; hollowed.
୨: ଭିତରକୁ ପଶି ଯାଇଥିବା — ୨. Sunken.