କୋରମ୍
ଦେଖଣା
କୋରମ୍ —
ଉଚ୍ଚାରଣ: Koram
কোরম
कारम
ବୈଦେ. ବି. (ଇଂ. କ୍ବୋରମ୍) —
କୌଣସି ସଭାର ଅଧିବେଶନରେ ନିଦ୍ଦିଷ୍ଟ ନିମ୍ନତମ ସଂଖ୍ୟକ ସଭ୍ୟଙ୍କ ଉପସ୍ଥିତି (ଅର୍ଥାତ୍ ଯେଉଁ ନିଦ୍ଦିଷ୍ଟ ନିମ୍ନତମ ସଂଖ୍ୟକ ସଭ୍ୟ ଉପସ୍ଥିତ ନ ହେଲେ ବିଧାନ ଅନୁସାରେ ସଭାର ବୈଠକ ହୋଇ ପାରିବ ନାହିଁ ଓ ଅଧିକେଶନକୁ ସ୍ଥକିତ ରଖିବାକୁ ହେବ, ଅର୍ଥାତ୍ ଅନ୍ୟ ତାରିଖକୁ ଘୁଞ୍ଚାଇ ଦେବାକୁ ହେବ) — Quorum at a meeting.