କୋରିହୋବା
ଦେଖଣା
କୋରିହୋବା —
ଉଚ୍ଚାରଣ: Korihebā
ଦେ. ବି —
୧: ପେଟଭିତରେ କାମୁଡ଼ି କାମୁଡ଼ି ହୋଇ ପତଳା ଝାଡ଼ା ହେବା —୧. Passing of loose stools following griping sensation in the abdomen.
୨: (ଲକ୍ଷଣାର୍ଥ) (ହୃଦୟ ବା ମନ) ଅତ୍ୟନ୍ତ କ୍ଲିଷ୍ଟ ହେବା —୨. (figurative) (mind) To be much distressed.