କୋରୁଅ
ଦେଖଣା
କୋରୁଅ —
ଉଚ୍ଚାରଣ: Korua
চড়া; চঁচি, চঁছি;
चहेड़ु, करीमी
ଦେ. ବି —
୧: ନଡ଼ିଆରସ କିମ୍ବା ଲହୁଣୀକୁ ନିଆଁରେ ବସାଇ ଘିଅ ମାରିବା ପରେ ଯେଉଁ ନରମା ମଣ୍ଡ ପାତ୍ର ଭିତରେ ବା ତଳେ ବସିଯାଏ —୧. The soft sediments left in the bottom of the pot in which cocoanut-juice or butter is boiled to produce ghee.
୨: ଆଉଟା ହୋଇଥିବା ଦୁଧହାଣ୍ଡିତଳେ ଦୁଧର ଯେଉଁ ଗାଢ଼ ଅଂଶ ବା ସ୍ତର ଲାଗି ରହେ