କୋରେଇଗାଡ଼
ଦେଖଣା
କୋରେଇଗାଡ଼ —
ଉଚ୍ଚାରଣ: Koreigaṟḍ̠a
ଗ୍ରା. ବି. (ସବାରି ବେହେରାଙ୍କ ଡାକରେ ବ୍ୟବହୃତ) —
ସବାରି ୟାଉଥିବା ବାଟରେ ଗୋଡ଼ତଳେ କୈଣସି ଗାତ ଥିଲେ ଆଗଗଉଡ଼ ପଛଗଉଡ଼କୁ ସାବଧାନ କରି ଡ଼ାକି ଦିଅନ୍ତି—'କୋରେଇ ଗାଡ଼, ବୁଲେଇ ମାଡ଼'— ଅର୍ଥାତ୍ ବାଟରେ ଗୋଟିଏ ଗାତ ଅଛି, ବୁଲାଇ କରି ଗୋଡ଼ ପକାଇବ—ସାବଧାନ! A singsong term used by palki-beasers to warn the back side bearers of a hole being met on the road.