କୋଲପ
ଦେଖଣା
କୋଲପ —
ଉଚ୍ଚାରଣ: Kolapa
কুলুপ
कुल्प
ବୈଦେ. ବି. (ଆ. କୁଫଲ୍; କୁଲବା) —
୧: ତାଲା — ୧. padlock; lock
ଦୁଇଟା ବଡ଼ ନଳୀ କୋଲପ ପଡ଼େ ଫକୀରମୋହନ. ଛମାଣଆଠଗୁଣ୍ଠ
୨: ଅଳଙ୍କାରର ଚାବି ବା ଖିଲ — ୨. The contrivance by which an ornament is closed or fastened after being put on.