Jump to content

କୋଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଲ୍
ଉଚ୍ଚାରଣ: Kol

ପ୍ରାଦେ. (ସମ୍ବଲପୁର) ବି. (ସଂ. କୋଳ) —

୧: କୋହ୍ଲଜାତି; କୋଲ୧: (ଦେଖ) ୧. Kola ୧ (See)

୨: (ସଂ. କୋଷ)—(ତିନ୍ତୁଳି ଆଦିର) କୋଲା — ୨. The seed-capsule of tamarind and other fruits.