କୋଳକରିବା
ଦେଖଣା
କୋଳକରିବା —
ଉଚ୍ଚାରଣ: Koḻa Karibā
কোলেকরা
कालकरना
ଦେ. କ୍ରି. (ସଂ. କ୍ରୋଡ଼ା) —
ଆଲିଙ୍ଗନ କିରବା — To embrace.
କୁନ୍ତୀ ଗୋବିନ୍ଦ କୋଳ କରି, ତୋଳିଲା ବେନି ଭୁଜ ଧରି ଜଗନ୍ନାଥ. ଭାଗବତ
କୋଳକରିବା —
ଉଚ୍ଚାରଣ: Koḻa Karibā
কোলেকরা
कालकरना
ଦେ. କ୍ରି. (ସଂ. କ୍ରୋଡ଼ା) —
ଆଲିଙ୍ଗନ କିରବା — To embrace.
କୁନ୍ତୀ ଗୋବିନ୍ଦ କୋଳ କରି, ତୋଳିଲା ବେନି ଭୁଜ ଧରି ଜଗନ୍ନାଥ. ଭାଗବତ