Jump to content

କୋଳଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଳଥ
ଉଚ୍ଚାରଣ: Koḻatha
ସଂ. ନାମ—କୁଳତ୍ଥ, ତାମ୍ରବୀଜ, ଦୃକ୍ପ୍ରାସାଦ কুর্ত্তিকলাই,কুর্ত্তি কলায় কুলথ কলায় कुल्थी, कुल्थ, कुरये ତେ. ବୁଲାବଲୁ

ଦେ. ବି. (ସଂ. କୁଳତ୍ଥ) —

ରବି ଶସ୍ୟବିଶେଷ କୁଳତ୍ଥ (ଦେଖ) A grain obtained from a creeper; Dolichos Biflourus; Horse-gram.

ବିରି ମାଡ଼ ଦେଖି କୋଳଥ ଚେପା—ଢଗ