କୋଳଥିଆ
ଦେଖଣା
କୋଳଥିଆ —
ଉଚ୍ଚାରଣ: koḻathiā
ଦେ. ବି (ବୈଦ୍ୟକ) —
ଶରପୁଙ୍ଖ ୨: (ଦେଖ) Ṡarapuṇkha ୨ (See)
ଦେ. ବିଣ —
୧: କୋଳଥ ପରି ବର୍ଣ୍ଣବିଶିଷ୍ଟ — ୧. Having the colour of Koḻatha.
୨: ନିର୍ବୁଦ୍ଧିଆ; ମୋଟାବୁଦ୍ଧିଆ — ୨. Unintelligent; stupid; dull.
୩: ଅପ୍ରବୀଣ; ଅଚତୁର — ୩. Unskilful.