କୋଳହଳ
ଦେଖଣା
କୋଳହଳ —
ଉଚ୍ଚାରଣ: Koḻahaḻa
ସଂ. ବି. (ନାମ) —
ପୁରାଣୋକ୍ତ ପର୍ବତବିଶେଷ — A mythological mountain.
କୋଳହଳ ବୋଲାଏ ଯେଉଁ ପରବତ କାମଶରେ ହୋଇ ସେ ଅତି ଆସକତ କୃଷ୍ଣସିଂହ. ମହାଭାରତ. ଆଦି