କୋଳା
ଦେଖଣା
କୋଳା —
ଉଚ୍ଚାରଣ: Koḻā
কোয়া
केया
ସଂ. ବି. (କୁଳ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ+ଆ) —
୧: ବରକୋଳି (ଗଛ ଓ କୋଳି) — Jujube (tree and berry).
୨: ପିପ୍ପଳି —୨. Long pepper.
ଦେ. ବି. (ସଂ. କୋଷ) —
୧: କମଳାଲେମ୍ବୁ ଆଦି ଫଳ ମଧ୍ୟରେ ଥିବା କୋଷ —୧. Carpels of fruits (e.g. orange).
୨: ପଣସ ଆଦିର ଫୁଟ — ୨. Seed-vessel; seed-pood of jack fruit.