କୋଳାଞ୍ଚ
ଦେଖଣା
କୋଳାଞ୍ଚ —
ଉଚ୍ଚାରଣ: Koḻān̄cha
ସଂ. ବି. —
ଭାରତର ପ୍ରାଚୀନ ଦେଶବିଶେଷ — A name of a country in ancient India.
[ଦ୍ର—ଉତ୍କଳର ଅନେକ ସ୍ଥାନରୁ ମିଳୁଥିବା ତାମ୍ରପଟ୍ଟୁମାନଙ୍କରେ 'କୋଳାଞ୍ଚ'ରୁ ବ୍ରାହ୍ମଣମାନେ ଆସି ଓଡ଼ିଶାରେ ବସତି କରିଥିବାର ଉଲ୍ଲେଖ ଅଛି]