Jump to content

କୋଳାହଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଳାହଳ
ଉଚ୍ଚାରଣ: Koḻāhaḻa

ସଂ. ବି. (କୋଳ=ରାଶି, ଏକାଭାବ+ଆ+ହଳ ଧାତୁ= ଭେଦ କରିବା+କର୍ମ. ଅ) —

୧: ଉଚ୍ଚ କଳକଳ ଶବ୍ଦ —୧. Loud confused sound; uproar.

୨: ଗୋଳମାଳ —୨. Confused noise or sound.

୩: ଗୋଳଚହଳ; ଘୋଘା — ୩. Great noise; clamour.

୪: ଗୋଳ; ଦଙ୍ଗା —୪. Riot.

୫: ପୌରାଣିକ ପର୍ବତବିଶେଷ — ୫. Name of a mythological mountain.

ଦେ. ବି. —

ବହୁଲୋକଙ୍କ କ୍ରନ୍ଦନଜନିତ ରୋଳ — A noise rising from the loud wailing of many persons.