Jump to content

କୋଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଳି
ଉଚ୍ଚାରଣ: Koḻi

ସଂ. ବି. (କୁଳ ଧାତୁ=ଏକତ୍ର ହେବା+କର୍ତ୍ତୃ. ଇ) —

ବର— କୋଳି; ବଦରୀ —The Jujube (tree and berry.)

ଦେ. ବି. —

(ଯେ କୈଣସି) କ୍ଷୁଦ୍ର ଫଳ —Plums; berries.

[ଦ୍ର—ଯେଉଁ ଫଳ ମାନ ଗୋଲ ଓ ବ୍ୟାସରେ ଏକ ଇଠୋରୁ ଛୋଟ ସେମାନଙ୍କୁ କୋଳି ବୋଲାଯାଏ; ଯଥା—କଣ୍ଟେଇକୋଳି, ଲେଖନ କୋଳି କୋଳିମାନ ଗଛରେ ପେନ୍ଥା ପେନ୍ଥା ହୋଇ ଫଳେ ବରକଳିର ଫଳ କୋଳି ନ ହେଲେ ମଧ୍ୟ ତାକୁ କୋଳି ବୋଲାଯାଏ ଓ ବରଗଛର ଫଳ କୋଳି ହେଲେ ମଧ୍ୟ ତାକୁ ବରଫଳ ବୋଲାଯାଏ; ଡିମ୍ବିରି ଫଳକୁ ମଧ୍ୟ ଫଳ ବଲାଯାଏ]