Jump to content

କୋଶକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଶକ
ଉଚ୍ଚାରଣ: Koṡaka

ଦେ. ବି. (ସଂ. କ୍ରୋଶ) —

ଏକ କ୍ରୋଶ ପରିମିତ ପଥ — A distance of two miles only

କୋଶକ ଗଲେ ପୋଷାକ ପାଇବ—ଢଗ