Jump to content

କୋଶଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଶଳା
ଉଚ୍ଚାରଣ: Koṡaḻā
কোশিলাশাক चुआ; लालशाग; मरसा

ସଂ. ବି. (କୋଶଳ+ଆ) —

୧: ଅଯୋଧ୍ୟା — ୧. A name of Aj̄odhyā.

୨: ଏକପ୍ରକାର ଖାଦ୍ୟ ଶାଗ — ୨. A kind of kitchen herb.

[ଦ୍ର—ଏହା ବର୍ଷାଯୁ ଶାକ ଏଥିରେ ଡେମ୍ଫ ମାଂସଳ ଓ ରୁଚିକର ଏହା ପ୍ରଧାନତଃ ଦୁଇ ଜାତିର

୧: . ଲଟାକୋଶଳା—ଭୂମିରେ ଲଟାଇ, ଅଗ କାଟି ନେଲେ ପୁଣି କଅଁଳେ ୨: . ଡେଙ୍ଗାକୋଶଳା—ଖଡ଼ା ପରି ଗଡ଼ ଗଛ, ଏହାକୁ ଓପାଡ଼ି ନେଇ ରାନ୍ଧିବାକୁ ହୁଏ ଧଳା ଓ ନାଲି ଭେଦର ଏହା ଦୁଇ ପ୍ରକାର ଏ ଶାଗରେ ଛୋଟ ଛୋଟ ବଡ଼ି, କଦଳୀ ଟିକିଟିକି କରି କାଟି ମିଶାଇ ଭାଜିଲେ ତାହା ଉପାଦେୟ ଖଦ୍ୟ ହୁଏ ଏଥିପାଇଁ ଓଡ଼ିଆରେ ଗୋଟିଏ ସଂସ୍କୃତ ମିଶା ଉଦ୍ଭଟ ଶ୍ଳୋକ ଅଛି—କୋଶଳ ବଡ଼ିସଂଯୁକ୍ତ କ୍ଷୁଦ୍ରକଦଳୀମିଶ୍ରିତଂ, କ୍ଷୁଦ୍ର ଓ ଗାଢ଼ କୃଷ୍ଣବର୍ଣ୍ଣ]