Jump to content

କୋଶଳାକିଆରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଶଳାକିଆରି
ଉଚ୍ଚାରଣ: Koṡaḻākiāri

କୋଶଳା ଶାଗର ଫସଲ କରିବା ପାଇଁ କୋଶଳାମଞ୍ଜି ବୁଣାଯାଇ କରାଯାଇଥିବା ଛୋଟ ଛୋଟ କିଆରି କରି ବା କ୍ଷେତ୍ର — Small rectangular beds for the Koṡaḻā pet-herb.