Jump to content

କୋଶଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଶଳି
ଉଚ୍ଚାରଣ: Koṡaḻi

ଦେ. ବି —

ଏକାଧିକ କାଠପଟାଦ୍ବାରା ନିର୍ମିତ ମଧ୍ୟମାକାର ଡଙ୍ଗା; ଛୋଟ ପଟତନ ଡଙ୍ଗା —A medium-sized country- boat overlaid with planks.

[ଦ୍ର—ଖଣ୍ଡେ କାଠରେ ତିଆରି ହୋଇଥିବା ଡଙ୍ଗାର ନାମ କାଠୁଆ ବା ହୁଲି; ଏକାଧିକ ପଟାରେ ତିଆରି ଓ ଉପର ପଟା ବିଛାହୋଇଥିବା ବଡ଼ ଆକାରର ଡଙ୍ଗାର ନାମ ପଟତନ; ଛୋଟ ଆକାରର ଡଙ୍ଗା କୋଶଳ]