ଶବ୍ଦାର୍ଥ:
କୋଶଳିକ — ଉଚ୍ଚାରଣ: Koṡaḻika
ସଂ. ବି. (କୋଶ=ଧନ+ଲା ଧାତୁ. ଗ୍ରହଣ କରିବା+ ଭାବାର୍ଥେ. ଇକ) —
ଉତ୍କୋଚ; ଲାଞ୍ଚ —Bribe.