କୋଶାନ୍ତ
ଦେଖଣା
କୋଶାନ୍ତ —
ଉଚ୍ଚାରଣ: Keṡānta
ସଂ. ବି. (୬: ଷ୍ଠୀ ତତ୍; କେଶ+ଅନ୍ତ) —
୧: କେଶର ଅଗ୍ର — ୧. The ends of the hair.
୨: ଶିଶୁର ଚୂଡ଼ାକରଣ ସଂସ୍କାର —୨. The ceremony of the first clipping of the hair of a child; the ceremonial tonsure of a Hindu boy.
୩: ତାଳୁରେ କେଶ ଜନ୍ମିଥିବା ସ୍ଥାନର ସୀମାନ୍ତ; ବେଣ୍ଟି — ୩. The border of the hair on the forehead (M.W.)