Jump to content

କୋଷକାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷକାର
ଉଚ୍ଚାରଣ: Koshakāra

ସଂ. ବି. ପୁଂ (କୋଷ+କୃ ଧାତୁ+ କର୍ତ୍ତୃ. ଅ) —

୧: ଅଭିଧାନକାର; ଅଭିଧାନଗ୍ରନ୍ଥର ସଂକଳୟିତା — ୧. A lexicographer.

୨: ଖଣ୍ଡାର ଖାପ ତିଆରି କଲାବାଲା — ୨. A maker of scabbards.

୩: ଗୋଟି ମଧ୍ୟରେ ଥିବା ରେସମ ପୋକ — ୩. Silk-worm while living inside the cocoon.

୪: ପ୍ରଜାପତିର ପୂର୍ବାବସ୍ଥା —୪. Chrysalis.

୫: ଇକ୍ଷୁ; ଆଖୁ — ୫. Sugar-cane.