କୋଷକାରୀ
ଦେଖଣା
କୋଷକାରୀ —
ଉଚ୍ଚାରଣ: Koshakārī
ସଂ. ବିଣ (କୋଷ+କୃ+କର୍ତ୍ତୃ. ଇନ୍; ୧: ମା. ୧: ବ) —
ଖୋଷା ବା ଗୋଟୀ ତିଆରିକରି ତହିଁ ଭିତିରେ ରହୁ— ଥିବା ପୋକ —(insect) which prepares a cocoon to live in.
ଯେସନେ କୀଟ କୋଷକାରୀ କୀଟକ କୋଷା ଏକ କରି ଭୂପତି. ପ୍ରେମପଞ୍ଚାମୃତ