Jump to content

କୋଷଗ୍ରହଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷଗ୍ରହଣ
ଉଚ୍ଚାରଣ: Koshagrahaṇa

ସଂ. ବ (୬: ଷ୍ଠୀ ତତ୍; କୋଷ+ଗ୍ରହଣ) —

ମାଣ୍ଡୁ ଧରିବା; ମାଣ୍ଡୁ ଧରି ନିୟମ କରିବା —Undergoing an ordeal; taking of an oath by ordeal.