Jump to content

କୋଷନାଯକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷନାୟକ
ଉଚ୍ଚାରଣ: Koshanāyaka

ସଂ. ବି (୬: ଷ୍ଠୀ ତତ୍; କୋଷ+ନାୟକ) —

୧: ଖଞ୍ଜାଞ୍ଚି; କୋଷାଧ୍ୟକ୍ଷ — ୧. A treasurer.

୨: କୁବେଇ — ୨. An epithet of Kubera.