କୋଷଫଳ
ଦେଖଣା
କୋଷଫଳ —
ଉଚ୍ଚାରଣ: Koshaphaḻa
ସଂ. ବି (ମ. ପ. ଲୋ. କୋଷବିଶିଷ୍ଟ ଫଳ) —
୧: ଜାଇଫଳ — ୧. Nutmeg.
୨: ସୁଗନ୍ଧବିଶେଷ —୨. A kind of perfume.
୩: ବହୁବୀଜବିଶିଷ୍ଟ ଫଳ (ଯଥା—ଜହ୍ମି, ତରଡ଼ା, ପୋଟଳ, କାକୁଡ଼ି, କଖାରୁ, ଲାଉ) ହି. ଶବ୍ଦସାଗର — ୩. Fruits which contain many seeds.