କୋଷଶାଯକା
ଦେଖଣା
କୋଷଶାୟକା —
ଉଚ୍ଚାରଣ: Koshaṡāyikā
ସଂ. ବି. (କୋଷ+ଶୀ ଧାତୁ+ କର୍ତ୍ତୃ. ଅକ+ ସ୍ତ୍ରୀ. ଆ, ୟାହାର ଫଲା ଖୋଳି ଭିତରେ ଶୁଏ ବା ରହେ —
୧: ଯେଉଁ ଛୁରି ମେଲା ହୁଏ ଓ ବନ୍ଦ ହୁଏ; ଖିଲିକାତି —୧. Clasp-knife.
୨: ଖୋଳରେ ଥିବା ଛୁରି — ୨. A knife kept inside a sheath.