କୋଷଶୁଦ୍ଧି
ଦେଖଣା
କୋଷଶୁଦ୍ଧି —
ଉଚ୍ଚାରଣ: Koshaṡuddhi
ସଂ. ବି. (୩: ୟା ତତ୍; କୋଷ+ଶୁଦ୍ଧି)
ମାଣ୍ଡୁ ଧରି ଅଭିଯୁକ୍ତ ବ୍ୟକ୍ତିର ଅପରାଧ ବା ଅଭିଯୋଗରୁ ମୁକ୍ତି —
Acquittal of an accused by undergoing an ordeal.
କୋଷଶୁଦ୍ଧି —
ଉଚ୍ଚାରଣ: Koshaṡuddhi
ସଂ. ବି. (୩: ୟା ତତ୍; କୋଷ+ଶୁଦ୍ଧି)
ମାଣ୍ଡୁ ଧରି ଅଭିଯୁକ୍ତ ବ୍ୟକ୍ତିର ଅପରାଧ ବା ଅଭିଯୋଗରୁ ମୁକ୍ତି —
Acquittal of an accused by undergoing an ordeal.