Jump to content

କୋଷସ୍ଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷସ୍ଥ
ଉଚ୍ଚାରଣ: Koshsatha

ସଂ. ବିଣ. (କୋଷ+ ସ୍ଥା ଧାତୁ+କର୍ତ୍ତୃ. ଅ) —

୧: କୋଷ ମଧ୍ୟରେ ଥିବା — ୧. Lying in or enclosed within a shell or outher covering.

୨: ଯେଉଁ ଜୀବମାନେ ଖୋଳି ଭିତରେ ଥାଆନ୍ତି (ଯଥା— ଶଙ୍ଖ, ଗେଣ୍ଡା, ସାମୁକା) — ୨. (animals) Having a shell or crust; crustacean.