କୋଷା
ଦେଖଣା
କୋଷା —
ଉଚ୍ଚାରଣ: Koshā
ଦେ. ବି (ସଂ. କୋଷ) —
ଖୋଷା; ରେସମ ବା ପୋକ ଆଦିଙ୍କ ଗୋଟୀ —Silk-cocoon.
ଯେସନେ କୀଟ କୋଷକାରୀ କୀଟକେ କୋଷା ଏକ ପରି—ଭୂପତି. ପ୍ରୋମପଞ୍ଚାମୃତ